ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରମଜାନ ଅବସରରେ ମୁସଲିମ ସଂପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।
“ପବିତ୍ର ରମଜାନ ମାସ ଆରମ୍ଭ ହେଉଥିବା ପରୀପ୍ରେକ୍ଷୀରେ ମୁଁ ମୁସଲିମ ସଂପ୍ରଦାୟକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମ ସମାଜରେ ଏହି ପର୍ବ ଭ୍ରାତୃତ୍ୱଭାବର ବନ୍ଧନ ଏବଂ ସଂପ୍ରୀତିର ଉଦ୍ଦୀପନାକୁ ଦୃଢୀଭୂତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
As Ramzan commences, I convey my greetings. pic.twitter.com/qM3H8BsiZK
— Narendra Modi (@narendramodi) June 6, 2016