Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜର୍ଷି ଛତ୍ରପତି ଶାହୁ ଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜର୍ଷି ଛତ୍ରପତି ଶାହୁ ଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ତାଙ୍କ ଜୀବନକୁ ବଞ୍ଚିତ, ଶୋଷିତ ଏବଂ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ମହାନ କାର୍ଯ୍ୟ ଏବଂ ଆଦର୍ଶ ଆଗାମୀ ଯୁଗ ଯୁଗ ଧରି ଦେଶକୁ ମାର୍ଗଦର୍ଶନ ଜାରି ରଖିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

“ରାଜର୍ଷି ଛତ୍ରପତି ଶାହୁ ଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି! ସେ ସାମାଜିକ ନ୍ୟାୟ ଏବଂ ସମାନତାର ଜଣେ ଦୃଢ଼ ସମର୍ଥକ ଥିଲେ। ସେ ବଞ୍ଚିତ, ଉତ୍ପୀଡ଼ିତ ଏବଂ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ମହାନ କାର୍ଯ୍ୟ ଏବଂ ଆଦର୍ଶ ଆଗାମୀ ଯୁଗ ଯୁଗ ଧରି ଦେଶକୁ ମାର୍ଗଦର୍ଶନ ଜାରି ରଖିବ ।’’

‘‘ରାଜର୍ଷି ଛତ୍ରପତି ଶାହୁ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶୁଭେଚ୍ଛା! ସେ ସାମାଜିକ ନ୍ୟାୟ ଏବଂ ସମାନତାର ଜଣେ ଦୃଢ଼ ସମର୍ଥକ ଥିଲେ। ସେ ତାଙ୍କ ସମଗ୍ର ଜୀବନ ବଞ୍ଚିତ, ଉତ୍ପୀଡ଼ିତ ଏବଂ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ମହାନ କାର୍ଯ୍ୟ ଏବଂ ଆଦର୍ଶ ଆଗାମୀ ଯୁଗ ଯୁଗ ଧରି ଦେଶକୁ ପ୍ରେରଣା ଏବଂ ମାର୍ଗଦର୍ଶନ ଜାରି ରଖିବ।’’

HS