Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦ ଜୀଙ୍କର ପରଲୋକରେ ଦୁଃଖିତ । ସେ ବହୁ ବର୍ଷ ଧରି ସଂସଦରେ କାର୍ଯ୍ୟ କରିଥିଲେ ଏବଂ ଅନେକ ସମାଜସେବା ପ୍ରୟାସର ଅଗ୍ରଭାଗରେ ଥିଲେ । ସେ ସର୍ବଦା ବିହାର ଏବଂ ଏହାର ଲୋକଙ୍କ କଲ୍ୟାଣ ପାଇଁ କହୁଥିଲେ । ତାଙ୍କ ପରିବାର ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS