Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସରେ ତେଲଙ୍ଗାନା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଆନ୍ଧ୍ରପ୍ରଦେଶକୁ ମଧ୍ୟ ଜଣାଇଲେ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ତେଲଙ୍ଗାନାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଲୋକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

“ତେଲଙ୍ଗାନାର ଜନସାଧାରଣଙ୍କୁ ରାଜ୍ୟ ଗଠନ ଦିବସରେ ଅଭିନନ୍ଦନ । ଆଗାମୀ ଦିନରେ ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ମୋର ପ୍ରାର୍ଥନା ।

ଆନ୍ଧ୍ରପ୍ରଦେଶର ସକ୍ରିୟ ଜନସାଧାରଣଙ୍କୁ ମୋର ଶୁଭକାମନା । ଆନ୍ଧ୍ରପ୍ରଦେଶ ବିକାଶର ନୂଆ ସୋପାନକୁ ସ୍ପର୍ଶ କରିବା ବୋଲି ଆଶା ଏବଂ ଭାରତର ବିକାଶରେ ଏହାର ଅବଦାନ ଜାରି ରହିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ।

**********