ପିଏମଇଣ୍ଡିଆ
ରାଜ୍ୟ ସ୍ଥାପନା ଦିବସ ଅବସରରେ ମଣିପୁର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଆଗାମୀ ସମୟରେ ମଣିପୁର ପ୍ରଗତିର ନୂତନ ସୋପାନକୁ ଆରୋହଣ କରୁ,” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
*******
On their Statehood Day, my greetings to the wonderful people of Manipur. pic.twitter.com/rmgR2Nn5KN
— Narendra Modi (@narendramodi) January 21, 2018