Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସରେ ମହାରାଷ୍ଟ୍ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରାଜ୍ୟ ସ୍ଥାପନା ଦିବସ ଅବସରରେ ମହାରାଷ୍ଟ୍ରର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି, “ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମହାରାଷ୍ଟ୍ରର ଅଧିବାସୀମାନଙ୍କୁ ଶୁଭେଚ୍ଛା । ମହାରାଷ୍ଟ୍ରର ନିୟମିତ ପ୍ରଗତି ଓ ସମୃଦ୍ଧି ପାଇଁ ମୁଁ ପ୍ରାର୍ଥନା କରୁଛି । ଏହି ରାଜ୍ୟ ଉନ୍ନତିର ନୂତନ ଉଚ୍ଚତାକୁ ଆରୋହଣ କରୁ ଏବଂ ଆମ ଦେଶର ପ୍ରଗତି ଯାତ୍ରାରେ ଯୋଗଦାନ କରୁ ।”