Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସରେ ମେଘାଳୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ରାଜ୍ୟ ସ୍ଥାପନା ଦିବସରେ ମେଘାଳୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଜ୍ୟ ସ୍ଥାପନା ଦିବସର ସ୍ଵତନ୍ତ୍ର ଅବସରରେ ମେଘାଳୟବାସୀଙ୍କୁ ଶୁଭେଚ୍ଛା ।

ଆମ ଦେଶ ପାଇଁ ମେଘାଳୟବାସୀଙ୍କ ଅତୁଳନୀୟ ଅବଦାନ ରହିଛି । ରାଜ୍ୟର ପ୍ରଗତିର ଧାରା ଜାରି ରହିବା ଲାଗି ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***