ପିଏମଇଣ୍ଡିଆ
ରାଜ୍ୟ ସ୍ଥାପନା ଦିବସ ଅବସରରେ ମେଘାଳୟ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ମେଘାଳୟବାସୀଙ୍କ ସ୍ନେହକୁ ମୁଁ ସବୁବେଳେ ମନେ ରଖିବି । ଏହି ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର । ମେଘାଳୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
*******
Greetings to my sisters and brothers of Meghalaya on their Statehood Day. pic.twitter.com/lvBX3eIFKs
— Narendra Modi (@narendramodi) January 21, 2018