Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସ ଅବସରରେ ଉତ୍ତରାଖଣ୍ଡ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରାଜ୍ୟ ସ୍ଥାପନା ଦିବସ ଅବସରରେ ଉତ୍ତରାଖଣ୍ଡ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ବିକାଶର ନୂତନ ଦିଗ ନିର୍ଦ୍ଧାରିତ କରୁଥିବା ଦେବଭୂମି ଉତ୍ତରାଖଣ୍ଡର ନିବାସୀ ମାନଙ୍କୁ ରାଜ୍ୟ ସ୍ଥାପନା ଦିବସ ଅବସରରେ ଅନେକ ଅନେକ ଅଭିନନ୍ଦନ ।”

********