Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଣୀ ରାସମଣିଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଣୀ ରାସମଣିଙ୍କୁ ତାଙ୍କ ଜୟନ୍ତ୍ରୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଭାବେ ତାଙ୍କର ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ରାଣୀ ରାସମଣି ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଥିଲେ। ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ନେତୃତ୍ୱ ଭାବେ ତାଙ୍କୁ ସ୍ମରଣ କରାଯାଏ ସେ ଅନେକ ସ୍ଥାୟୀ ସଂସ୍ଥା ନିର୍ମାଣ କରିଛନ୍ତି ଆଧ୍ୟାତ୍ମିକତା ଏବଂ ଗରିବଙ୍କ ଉତ୍ଥାନ ଦିଗରେ ତାଙ୍କର ଥିଲା ଅତୁଟ ପ୍ରତିବଦ୍ଧତା ଜୟନ୍ତୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

SR