Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ ଅବସରରେ ଭାରତ-ରୁଷ ମଧ୍ୟରେ ରାଜିନାମା / ବୁଝାମଣା ଆଦାନ ପ୍ରଦାନର ତାଲିକା


 

 

1.

2019-23 ଅବଧି ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବର୍ହିବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ପରାମର୍ଶ ସନ୍ଧି

ମିଷ୍ଟର ସର୍ଗେଇ ଲାଭରୋଭ, ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରୀ

ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

2.

ରୁଷୀୟ ସଂଘର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗଙ୍କ ମଧ୍ୟରେ ବୁଝାମଣାପତ୍ର

ମିଷ୍ଟର ମାକ୍ସିମ ଓରେସ୍କିନ, ରୁଷୀୟ ସଂଘର ଆର୍ଥିକ ବିକାଶ ମନ୍ତ୍ରୀ

ଡଃ ରାଜୀବ କୁମାର, ନୀତି ଆୟୋଗ ଉପାଧ୍ୟକ୍ଷ

3.

ମାନବୀୟ ମହାକାଶଯାନ କାର୍ଯ୍ୟକ୍ରମ କ୍ଷେତ୍ରରେ ସମ୍ମିଳତ କାର୍ଯ୍ୟକଳାପ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଏବଂ ରୁଷୀୟ ସଂଘର ମହାକାଶ ସଂସ୍ଥା ରୋସକମସମଧ୍ୟରେ ବୁଝାମଣାପତ୍ର

ମିଷ୍ଟର ଦିମିତ୍ରି ରୋଗୋଜିନ, ରୋସକସମସ ନିର୍ଦ୍ଦେଶକ

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

4.

ଭାରତୀୟ ରେଳବାଇ ଏବଂ ରୁଷୀୟ ରେଳବାଇ ମଧ୍ୟରେ ବୁଝାମଣାପତ୍ର

ମିଷ୍ଟର ଓଲେଗ ବେଲୋଜେରୋଭ, ଜେଏସସି ରୁଷୀୟ ରେଳବାଇ ସିଇଓ-ଅଧ୍ୟକ୍ଷ

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

5.

ଆଣବିକ କ୍ଷେତ୍ରରେ ପ୍ରାଥମିକୀକରଣ ଏବଂ ସହଯୋଗ କ୍ଷେତ୍ରର କାର୍ଯ୍ୟକାରୀତା ଲାଗି କାର୍ଯ୍ୟଯୋଜନା

ମିଷ୍ଟର ଆଲେକ୍ସି ଲିଖାଚେଭ, ରୋସାଟୋମ ମହାନିର୍ଦ୍ଦେଶକ

ଶ୍ରୀ କେ.ଏନ.ବ୍ୟାସ, ଆଣବିକ ଶକ୍ତି ବିଭାଗ ସଚିବ

6.

ରୁଷ ପରିବହନ ମନ୍ତ୍ରଣାଳୟ ଏବଂ ଭାରତୀୟ ରେଳବାଇ ମଧ୍ୟରେ ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗ ବିକାଶ କରିବା ଲାଗି ବୁଝାମଣାପତ୍ର

ମିଷ୍ଟର ନିକୋଲାଇ କୁଦାଶେଭ, ଭାରତରେ ନିଯୁକ୍ତ ରୁଷ ରାଷ୍ଟ୍ରଦୂତ

ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ

7.

ଭାରତର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ଏବଂ ରୁଷୀୟ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନିଗମ (ଆରଏସଏମବି) ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର

ମିଷ୍ଟର ଆଲେକ୍ଜାଣ୍ଡର ବ୍ରାଭେରମେନ, ରୁଷୀୟ କ୍ଷୁଦ୍ର ଓ ମଧ୍ୟମ ବାଣିଜ୍ୟ ନିଗମର ମହାନିର୍ଦ୍ଦେଶକ

ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ

8.

ରୁଷୀୟ  ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ’’); ପିଜେଏସସି ଫୋସଗ୍ରୋ (ଫଓ ଆଗ୍ରୋ) ଏବଂ ଭାରତୀୟ ପଟାସ ଲିମିଟେଡ (ଆଇପିଏଲ)

ମିଷ୍ଟର କିରିଲ୍ଲ ଦିମିତ୍ରିଏଭ, ରୁଷ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ମହାନିର୍ଦ୍ଦେଶକ ଏବଂ

ଆଣ୍ଡ୍ରେ ଗୁର୍ୟେଭ, ଫୋସଏଗ୍ରୋ ସିଇଓ

ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ

କ୍ରମିକ ସଂଖ୍ୟା ବୁଝାମଣା / ରାଜିନାମା / ସନ୍ଧି ରୁଷ ପକ୍ଷରୁ ଆଦାନ ପ୍ରଦାନ କରିଥିବା ବ୍ୟକ୍ତି ଭାରତ ପକ୍ଷରୁ ଆଦାନ ପ୍ରଦାନ କରିଥିବା ବ୍ୟକ୍ତି

 

**********