Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାସ୍ତା ଚଉଡ଼ା କରିବା ଲାଗି ତେଲଙ୍ଗାନା ରାଜ୍ୟ ସରକାରଙ୍କ ଦ୍ୱାରା ନଲ୍ଲାଗନ୍ଦଲା, ହାଇଦ୍ରାବାଦରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଜମି ଅଧିଗ୍ରହଣକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରାସ୍ତା ଚଉଡ଼ା କରି ରେଡିୟଲ ରୋଡ ନଂ-3କୁ ସୁଧାରିବା ଲାଗି ତେଲଙ୍ଗାନା ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଜମିର ପୂର୍ବ ଭାଗ ପାଚେରି (ପାଖାପାଖି 200 ମିଟର) ସହିତ 10 ଏକର ଜମି ମଧ୍ୟରୁ 372 ବର୍ଗଫୁଟ ଜମିର ଅଧିଗ୍ରହଣକୁ ମଞ୍ଜୁର କରିଛନ୍ତି । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ଲାଗି ଏହି ବିକଶିତ ମାର୍ଗ ଉପଯୋଗୀ ହେବ, କାରଣ ଆବଣ୍ଟିତ ଜମିରେ ଏକ ଉତ୍କର୍ଷତା କେନ୍ଦ୍ର ନିର୍ମାଣ କରିବା ଲାଗି ପ୍ରସ୍ତାବ ରହିଛି ।