Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜୟ ପାଇଁ ପି.ଭି.ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ରିଓ ଅଲମ୍ପିକ୍ସ ମହିଳା ବେଡମିଣ୍ଟନରେ ରୌପ୍ୟ ପଦକ ବିଜୟ ପାଇଁ ପି. ଭି. ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ପି. ଭି. ସିନ୍ଧୁ, ରୌପ୍ୟ ପଦକ ପାଇଁ ଅଭିନନ୍ଦନ । ଅତି ସୁନ୍ଦର ଲଢେଇ ଥିଲା । ରିଓ 2016ରେ ଆପଣଙ୍କର ସାଫଲ୍ୟ ଐତିହାସିକ ଏବଂ ବହୁ ବର୍ଷ ପାଇଁ ମନେରହିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********