Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ ଅଲିମ୍ପିକ୍ସ ମହିଳା ବେଡମିଣ୍ଟନ ସେମି-ଫାଇନାଲରେ ବିଜୟ ପାଇଁ ପି.ଭି.ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ରିଓ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବେଡମିଣ୍ଟନ ସେମି-ଫାଇନାଲରେ ବିଜୟ ପାଇଁ ଭାରତୀୟ ଖେଳାଳୀ ପି.ଭି.ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଚମତ୍କାର ପ୍ରଦର୍ଶନ ପି. ଭି. ସିନ୍ଧୁ । ତୁମେ ଭାରତକୁ ଗର୍ବିତ କଲ ! ଫାଇନାଲ ପାଇଁ ଶୁଭେଚ୍ଛା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।