Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ 2016 ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରିଓ 2016 ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ବିଜେତା ମାରିୟାପ୍ପାନ ଥାଙ୍ଗାଭେଲୁ ଏବଂ ବ୍ରୋଞ୍ଜ ବିଜେତା ବରୁଣ ସିଂହ ଭାଟିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ମାରିୟାପ୍ପାନ ଏବଂ ବରୁଣ ସିଂହ ପୁରୁଷ ଉଚ୍ଚ ଡିଆଁ ବିଭାଗରେ ପଦକ ହାସଲ କରିଛନ୍ତି ।

“ଭାରତ ଗର୍ବିତ! ରିଓ 2016 ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ବିଜେତା ମାରିୟାପ୍ପାନ ଥାଙ୍ଗାଭେଲୁ ଏବଂ ବ୍ରୋଞ୍ଜ ପାଇଁ ବରୁଣ ସିଂହ ଭାଟିଙ୍କୁ ଶୁଭେଚ୍ଛା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।