Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିୟାଦଠାରେ ସାଉଦୀ ଆରବ ଯୁବରାଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ମହାମହିମ ଯୁବରାଜ ଅବଦୁଲଅଜିଜ ବିନ ସଲମାନ ଅଲ ସାଉଦଙ୍କ ସହ ମତ ବିନିମୟ କରିଛନ୍ତି । ଏହି ବୈଠକରେ ଶକ୍ତି ସଂକ୍ରାନ୍ତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା ଯାହାକି ଭାରତ-ସାଉଦୀ ଆରବ ବନ୍ଧୁତ୍ୱକୁ ଅଧିକ ଶକ୍ତି ଦେଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ହେଉଛି ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।

**********