Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ ବିକାଶ ଶିବିରରେ ପ୍ରଧାନମନ୍ତ୍ରୀ, ରେଳବାଇ ଅଧିକାରୀମାନଙ୍କୁ କଲେ ସମ୍ବୋଧନ

ରେଳ ବିକାଶ ଶିବିରରେ ପ୍ରଧାନମନ୍ତ୍ରୀ, ରେଳବାଇ ଅଧିକାରୀମାନଙ୍କୁ କଲେ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୂରଜକୁଣ୍ଡଠାରେ ଅନୁଷ୍ଠିତ ରେଳ ବିକାଶ ଶିବିରରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରେଳବାଇର ବିଭିନ୍ନ ବିଷୟଗତ ଦିଗ ଉପରେ ଉପସ୍ଥାପନାମାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ସମବେତ ରେଳବାଇ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ରେଳ ବିକାଶ ଶିବିରର ଆଜି ଥିଲା ତୃତୀୟ ତଥା ଅନ୍ତିମ ଦିବସ ।