ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ପୋଖରାନରେ ଭାରତ ଦ୍ୱାରା କରାଯାଇଥିବା ଐତିହାସିକ ଆଣବିକ ପରୀକ୍ଷଣକୁ ସ୍ମରଣ କରି ଏହାକୁ ଆମ ଦେଶର ସଂକଳ୍ପର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ୧୯୯୮ ମଇରେ ପରୀକ୍ଷା ପରେ ସମଗ୍ର ବିଶ୍ୱ ଭାରତ ଉପରେ ଚାପ ପକାଇଥିଲା, କିନ୍ତୁ ଆମେ ଦେଖାଇ ଦେଇଛୁ ଯେ କୌଣସି ଶକ୍ତି ଭାରତକୁ ସାମାନ୍ୟ ବଙ୍କା କରିପାରିବ ନାହିଁ“, ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଏବଂ ପରସ୍ପରାପେକ୍ଷା ଶକ୍ତିଶକ୍ତିମତୋଃ ସ୍ଥିତା ।
ନ ଶିବେନ ବିନା ଶକ୍ତର୍ଣ୍ଣ ଶକ୍ତା ବିନା ଶିବଃ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“୧୯୯୮ ମସିହାରେ ଆଜିର ଦିନରେ ଭାରତ ଯେଉଁ ପରମାଣୁ ପରୀକ୍ଷଣ କରିଥିଲା, ତାହା ବିଶ୍ୱକୁ ଦେଖାଇ ଦେଇଥିଲା ଯେ ଆମ ଦେଶର ଇଚ୍ଛାଶକ୍ତି କେତେ ଅତୁଟ! ମଇ ୧୧ ପରୀକ୍ଷଣ ପରେ ସାରା ବିଶ୍ୱର ଚାପ ଭାରତ ଉପରେ ଥିଲା, କିନ୍ତୁ ଆମେ ଦେଖାଇଲୁ ଯେ କୌଣସି ଶକ୍ତି ଭାରତକୁ ବକ୍ର କରି ପାରିବ ନାହିଁ।’’
‘‘ଏବଂ ପରସ୍ପରାପେକ୍ଷା ଶକ୍ତିଶକ୍ତିମତୋଃ ସ୍ଥିତା ।
ନ ଶିବେନ ବିନା ଶକ୍ତର୍ଣ୍ଣ ଶକ୍ତା ବିନା ଶିବଃ ।।’’
HS
1998 में इसी दिन भारत ने जो परमाणु परीक्षण किए थे, उनसे दुनिया को पता चला कि हमारे देश की इच्छाशक्ति कितनी अटल है! 11 मई के टेस्ट के बाद पूरी दुनिया का दबाव भारत पर था, लेकिन हमने दिखाया कि कोई भी ताकत भारत को झुका नहीं सकती।
— Narendra Modi (@narendramodi) May 13, 2026
एवं परस्परापेक्षा शक्तिशक्तिमतोः स्थिता ।
न शिवेन… pic.twitter.com/KjIxGMA0BS