Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶୁଭ ଶୁକ୍ରବାରରେ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ଶୁଭ ଶୁକ୍ରବାର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୀଶୁଖ୍ରୀଷ୍ଟଙ୍କ ସେବା ଓ ତ୍ୟାଗକୁ ସ୍ମରଣ କରିଛନ୍ତି ।

“ଆଜି ଶୁଭ ଶୁକ୍ରବାର ଅବସରରେ, ଆମେ ଯୀଶୁଖ୍ରୀଷ୍ଟଙ୍କ ସେବା ଓ ତ୍ୟାଗକୁ ସ୍ମରଣ କରୁଛେ । ମନୁଷ୍ୟର ଦୁଃଖ କଷ୍ଟ ଦୂର କରିବା ନିମନ୍ତେ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*******