Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶୁଭ ଶୁକ୍ରବାର ଉପଲକ୍ଷେ ପ୍ରଭୁ ଯୀଶୁଙ୍କ ସାହସ ଓ କରୁଣାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭ ଶୁକ୍ରବାର ଉପଲକ୍ଷେ ପ୍ରଭୁ ଯୀଶୁଙ୍କ ସାହସ ଓ କରୁଣାକୁ ସ୍ମରଣ କରିଛନ୍ତି ।

ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଶୁଭ ଶୁକ୍ରବାର ଦିବସରେ ଆମେ ପ୍ରଭୁ ଯୀଶୁଙ୍କ ସାହସ ଓ କରୁଣାକୁ ସ୍ମରଣ କରିଥାଉ । ପ୍ରଭୁ ଯୀଶୁ ଅନ୍ୟମାନଙ୍କ ସେବା ଏବଂ ସମାଜରୁ ଅନ୍ୟାୟ, ଯନ୍ତ୍ରଣା ଏବଂ ଦୁଃଖ ଦୂର କରିବା ଲାଗି ନିଜ ଜୀବନକୁ ସମର୍ପି ଦେଇଥିଲେ ।”

***