ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଶାସକ ଶ୍ରୀ ନରେଶ ଚନ୍ଦ୍ରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
“ଶ୍ରୀ ନରେଶ ଚନ୍ଦ୍ର ଜଣେ ପ୍ରବୀଣ ପ୍ରଶାସକ ଥିଲେ, ଯିଏକି ଶାସନ ଏବଂ ନୀତିନିର୍ଦ୍ଧାରଣ କ୍ଷେତ୍ରରେ ଅଲିଭା ସ୍ମୃତି ଛାଡି ଯାଇଛନ୍ତି । ତାଙ୍କ ବିୟୋଗରେ ମୁଁ ବ୍ୟଥିତ ।
ମୁଁ ନରେଶ ଜୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଏବେବି ମନେ ରଖିଛି, ଯିଏକି ମାର୍କିନ ରାଷ୍ଟ୍ରଦୂତ ହିସାବରେ ମୋତେ ସେହି ସମୟରେ ନୈଶ୍ୟ ଭୋଜି ପାଇଁ ଆମନ୍ତ୍ରଣ କରିଥିଲେ । ସେ ସର୍ବଦା ଦୃଢ ଭାରତ-ଆମେରିକା ମୈତ୍ରୀ ବନ୍ଧନରେ ବିଶ୍ଵାସ ରଖିଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Shri Naresh Chandra was an outstanding public servant, who left an indelible mark on matters of governance & policy. Pained by his demise.
— Narendra Modi (@narendramodi) July 10, 2017
I remember an insightful discussion with Naresh Ji, who as USA ambassador invited me for dinner. He believed in strong India-USA friendship.
— Narendra Modi (@narendramodi) July 10, 2017