ପିଏମଇଣ୍ଡିଆ
ଶ୍ରୀ ସି.କେ.ଜାଫର ଶରିଫଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ଶ୍ରୀ ସି.କେ.ଜାଫର ଶରିଫଙ୍କ ବିୟୋଗରେ ମୁଁ ମର୍ମାହତ । ବରିଷ୍ଠ ସାଂସଦ ଭାବେ ସେ ସଂସଦର କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲେ । କର୍ଣ୍ଣାଟକର ହିତ ଲାଗି ଦିଲ୍ଲୀରେ ସେ ସର୍ବଦା ସ୍ଵର ଉତ୍ତୋଳନ କରୁଥିଲେ । ତାଙ୍କ ପରିବାର ଏବଂ ଅନୁଗାମୀଙ୍କ ପ୍ରତି ମୋର ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Saddened by the demise of Shri C. K. Jaffer Sharief Ji. As a veteran Parliamentarian, he enriched parliamentary proceedings. He was an effective voice for Karnataka’s aspirations in Delhi. Condolences to his family and supporters: PM @narendramodi
— PMO India (@PMOIndia) November 25, 2018