ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗର ପରିବର୍ତ୍ତନଶୀଳ ଶକ୍ତି ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ଶ୍ଲୋକ ସେୟାର କରିଛନ୍ତି। ଏହି ପଦଗୁଡ଼ିକ ଯୋଗର ପ୍ରଗତିଶୀଳ ପଥକୁ ବର୍ଣ୍ଣନା କରେ–ଶାରୀରିକ ସ୍ୱାସ୍ଥ୍ୟରୁ ଅନ୍ତିମୁକ୍ତି ପର୍ଯ୍ୟନ୍ତ–ଆସନ, ପ୍ରାଣାୟାମ, ପ୍ରତ୍ୟହାର, ଧାରଣା ଏବଂ ସମାଧି ଅଭ୍ୟାସ ମାଧ୍ୟମରେ ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଆସାନେ ରୁଜୋ ହନ୍ତି ପ୍ରାଣାୟାମନ ପାତକମ୍ ।
ବିକାରଂ ମାନସଂ ଯୋଗୀ ପ୍ରତୀହରେଣ ସର୍ବଦା ।।
ଧାରଣାଭିର୍ମନେଧେୟୋ ଜାତି ଚୈତନ୍ୟମଦଭୁତମ ।
ସମାଧୋ ମୋକ୍ଷାମାପ୍ରାତି ତ୍ବକ୍ତାଭା କର୍ମ ଶୁଭାଶୁଭମ୍ ।।
HS
आसनेन रुजो हन्ति प्राणायामेन पातकम्।
— Narendra Modi (@narendramodi) December 10, 2025
विकारं मानसं योगी प्रत्याहारेण सर्वदा॥
धारणाभिर्मनोधैर्यं याति चैतन्यमद्भुतम्।
समाधौ मोक्षमाप्नोति त्यक्त्त्वा कर्म शुभाशुभम्॥ pic.twitter.com/LSdCvpV9LX