Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଫଳ ମହିଳାଙ୍କୁ ନିଜ ଟ୍ଵିଟର ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନେ ସେମାନଙ୍କ ଜୀବନର ସଫଳତାର କାହାଣୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କହିବେ । ଭାରତର ବିଭିନ୍ନ ସ୍ଥାନର ମହିଳାମାନେ ସେମାନଙ୍କ ପ୍ରେରଣାଦାୟୀ ଏବଂ ଉଲ୍ଲେଖନୀୟ ସଫଳତା ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ ବାଣ୍ଟିବେ” ।

**********