ପିଏମଇଣ୍ଡିଆ
ଦ୍ଵିତୀୟ ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଲାଗି ଚେନ୍ନାଇର ମାମଲ୍ଲାପୁରମରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବଙ୍ଗୋପସାଗରର ବେଳା ଭୂମିରେ ପ୍ରାତଃ ଭ୍ରମଣ ତାଙ୍କୁ ଭାବପ୍ରବଣ କରିଦେଇଥିଲା ଏବଂ ସେ ସମୁଦ୍ର ଓ ଏହାର ସଦଗୁଣ ଉପରେ ଏକ କବିତା ଲେଖିବା ଲାଗି ଅନୁପ୍ରାଣିତ ହୋଇଥିଲେ ।
“ହେ ସାଗର ତୁମେଃ ପ୍ରଣାମ” ଶୀର୍ଷକ କବିତାରେ ସମୁଦ୍ର ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆବେଗପୂର୍ଣ୍ଣ ସମ୍ପର୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି ।
ଏକ ଟ୍ଵିଟର ଆକାଉଣ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କବିତାକୁ ଜନସାଧାରଣଙ୍କ ପାଇଁ ପୋଷ୍ଟ କରିଛନ୍ତି ।
**********
कल महाबलीपुरम में सवेरे तट पर टहलते-टहलते सागर से संवाद करने में खो गया।
— Narendra Modi (@narendramodi) October 13, 2019
ये संवाद मेरा भाव-विश्व है।
इस संवाद भाव को शब्दबद्ध करके आपसे साझा कर रहा हूं- pic.twitter.com/JKjCAcClws