ପିଏମଇଣ୍ଡିଆ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି । ସ୍ଵାଧୀନତା ଆନ୍ଦୋଳନ ଏବଂ ନିଷ୍ପତ୍ତିମୂଳକ ନେତୃତ୍ଵ ପାଇଁ ପଟେଲଙ୍କ ପ୍ରତି ଭାରତ କୃତଜ୍ଞ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Tributes to Sardar Vallabhbhai Patel on his Punya Tithi. India is grateful to him for his role in freedom struggle & decisive leadership.
— Narendra Modi (@narendramodi) December 15, 2016