Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସହିଦ ଭଗତ ସିଂହଙ୍କ ଜନ୍ମ ବାର୍ଷିକିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଦାଞ୍ଜଳୀ ଅର୍ପଣ କରିଛନ୍ତି ।

“ଦୁଃସାହସୀ ସହିଦ ଭଗତ ସିଂହଙ୍କ ଜୟନ୍ତୀରେ ମୁଁ ତାଙ୍କୁ ପ୍ରଣାମ ଜଣାଉଛି । ସେ ତାଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ଭାରତୀୟ ଇତିହାସରେ ଅମିଟ ଛାପ ଛାଡି ଦେଇଯାଇଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।