ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବ ଶ୍ରମ ଓ ସାମାଜିକ ବିକାଶ ମନ୍ତ୍ରୀ ମହାମହିମ ଅହମ୍ମଦ ବିନ ସଲମାନ ଅଲ ରାଝୀଙ୍କ ସହ ମତ ବିନିମୟ କରିଛନ୍ତି । ଏହି ବୈଠକରେ ଉଭୟ ନେତା ବ୍ୟାପକ ବିଷୟ ଉପରେ ଆଲୋଚନା କରାଯାଇଥିଲା ।
**************
Interacted with HE Ahmad Bin Salman Al Rajhi, Saudi Arabia’s Minister of Labour and Social Development. A wide range of issues came up for discussion during our meeting. @MLSD_SA pic.twitter.com/enBLdzpSCO
— Narendra Modi (@narendramodi) October 29, 2019
HE Ahmad Bin Salman Al Rajhi, Minister of Labour and Social Development called on PM @narendramodi. @MLSD_SA pic.twitter.com/GlabptrxkY
— PMO India (@PMOIndia) October 29, 2019