Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଧାରଣ ନିର୍ବାଚନରେ ବିଜୟ ପାଇଁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମି.ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ର୍ତ୍ତୁଗାଲ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ର୍ତ୍ତୁଗାଲର ସଂସଦୀୟ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପାର୍ଟିଡୋ ସୋସିଆଲିଷ୍ଟା ଓ ମୋ ବନ୍ଧୁ ମି. ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ । ଭାରତ-ପର୍ତ୍ତୁଗାଲ ବନ୍ଧୁତାକୁ ଆହୁରି ନିବିଡ କରିବା ଲାଗି ମିଳିତ ଭାବେ ପ୍ରୟାସ ଜାରି ରଖିବୁ ବୋଲି ଆଶାକରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।