Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ଏସ.ଆର.ନାଥନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ଏସ.ଆର.ନାଥନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରପତି ଏସ.ଆର.ନାଥନଙ୍କ ବିୟୋଗରେ ବହୁତ ଦୁଃଖିତ । ସିଙ୍ଗାପୁର ଜଣେ ପ୍ରଖ୍ୟାତ ନେତାଙ୍କୁ ହରାଇଲା ଯିଏକି ବହୁଳ ଭାବେ ପ୍ରଶଂସାର ପାତ୍ର ଥିଲେ ।

ସିଙ୍ଗାପୁରବାସୀଙ୍କ ଏହି ଶୋକାକୁଳ ସମୟରେ ଭାରତ ସେମାନଙ୍କ ସହ ମିଶି ଗଭୀର ଶୋକ ପ୍ରକଟ କରୁଛି । ପୂର୍ବତନ ରାଷ୍ଟ୍ରପତି ନାଥନଙ୍କ ପରିବାର ପ୍ରତି ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।