Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଜନିତ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ସିମାଞ୍ଚଳ ଏକ୍ସପ୍ରେସର କୋଚ୍ ଲାଇନଚ୍ୟୁତ ହେବା ଯୋଗୁଁ ପ୍ରାଣହାନୀ ଘଟିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି । ଆହତ ବ୍ୟକ୍ତିମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ମୁଁ ଆଶା ପ୍ରକାଶ କରୁଛି । ଦୁର୍ଘଟଣା କ୍ଷେତ୍ରରେ ରେଳ ବିଭାଗ, ଏନଡିଆରଏଫ ଏବଂ ଆଂଚଳିକ ଅଧିକାରୀମାନେ ସମସ୍ତ ପ୍ରକାରର ସାମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ।”

***