Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁକମା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ସୁକମାରେ ହୋଇଥିବା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  ।

“ଛତିଗଡର ସୁକମାଠାରେ ସହିଦ ହୋଇଥିବା ସିଆରପିଏଫ ଯବାନମାନେ ଭାରତ ପାଇଁ ଚିର ନମସ୍ୟ ଏବଂ ସମ୍ମାନର ପାତ୍ର । ଦୁଃଖର ଏହି ମୁହୂର୍ତ୍ତରେ ବୀର ସହିଦମାନଙ୍କ ବନ୍ଧୁ ଓ ପରିବାରଜନଙ୍କ ସହିତ ମୁଁ ଛିଡା ହୋଇଛି । ଦୁଃଖର ଏହି ସମୟରେ ଦେଶ କାନ୍ଧକୁ କାନ୍ଧ ମିଶାଇ ସହିଦମାନଙ୍କ ବନ୍ଧୁ ଓ ପରିଜନଙ୍କ ସହିତ ଛିଡା ହୋଇଛନ୍ତି’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

**********