ପିଏମଇଣ୍ଡିଆ
ସ୍କ୍ରାମଜେଟ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ସ୍କ୍ରାମଜେଟ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ ଆମ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଏବଂ ଚମତ୍କାରିତାକୁ ପ୍ରମାଣ କରୁଛି । ଇସ୍ରୋକୁ ଶୁଭେଚ୍ଛା ।
ଆମ ବୈଜ୍ଞାନିକ ତଥା ମହାକାଶ କାର୍ଯ୍ୟକ୍ରମର କ୍ରମାଗତ ସାଫଲ୍ୟ ଧାରା ଭାରତକୁ ଗୌରବାନ୍ଵିତ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Successful testing of scramjet rocket engine is a testimony to the hardwork & excellence of our scientists. Congratulations to @isro.
— Narendra Modi (@narendramodi) August 28, 2016
We have seen time and again how our scientists & space programme has made India very proud.
— Narendra Modi (@narendramodi) August 28, 2016