Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ମାରକୀ ଦିବସରେ ପୁଲିସ କର୍ମଚାରୀଙ୍କ ବୀରତ୍ଵକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ପୁଲିସ ସ୍ମାରକୀ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରତ ଅବସ୍ଥାରେ ତ୍ୟାଗ ଓ ଆତ୍ମବଳୀ ଦେଇଥିବା ପୁଲିସ କର୍ମଚାରୀମାନଙ୍କ ଅସୀମ ବୀରତ୍ଵକୁ ସ୍ମରଣ କରିଛନ୍ତି ।

“ପୁଲିସ ସ୍ମାରକୀ ଦିବସ ଅବସରରେ ତ୍ୟାଗ ଓ ଆତ୍ମବଳୀ ଦେଇଥିବା କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କ ଅସୀମ ବୀରତ୍ଵକୁ ସ୍ମରଣ କରୁଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********