ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵତନ୍ତ୍ରତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
“ସ୍ଵତନ୍ତ୍ରତା ଦିବସର ଶୁଭକାମନା । ଜୟ ହିନ୍ଦ । ସ୍ଵତନ୍ତ୍ରତା ଦିବସର ଖୁସି ଅଭିନନ୍ଦନ । ଜୟ ହିନ୍ଦ !”, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
70 ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଉ କିଛି ସମୟ ପରେ ଲାଲକିଲ୍ଲା ଉପରୁ ରାଷ୍ଟ୍ରକୁ ସମ୍ବୋଧିତ କରିବେ ।
**********
स्वतंत्रता दिवस की शुभकामनाएं। जय हिंद।Happy Independence Day. Jai Hind! #IndiaIndependenceDay
— Narendra Modi (@narendramodi) August 15, 2016