Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଵର୍ଣ୍ଣ ବିଜୟୀ ଭାରତୀୟ ମହିଳା ଟେବୁଲ ଟେନିସ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା ଟେବୁଲ ଟେନିସ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ବେଶ୍ ଯୋଗ୍ୟ ଭାରତୀୟ ମହିଳା ଟେବୁଲ ଟେନିସ ଦଳକୁ ଐତିହାସିକ ସ୍ଵର୍ଣ୍ଣ ପଦକ ମିଳିଛି! ଟିମକୁ ଅଭିନନ୍ଦନ । ଏହି ସାଫଲ୍ୟ ପାଇଁ ଅତ୍ୟନ୍ତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********