Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଵିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

“ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମାନ୍ୟ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ ଟେଲିଫୋନରେ ଉତ୍ତମ ବାର୍ତ୍ତାଳାପ ହୋଇଥିଲା । ମେକ ଇନ ଇଣ୍ଡିଆ ଅଭିଯାନକୁ ସ୍ଵିଡେନର ସମର୍ଥନକୁ ମୁଁ ଖୁବ ପସନ୍ଦ କରୁଛି”, ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।