ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହଜରତ ଇମାମ୍ ହୁସେନ୍ (ଏ.ଏସ୍.) ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଚିରନ୍ତନ ବଳିଦାନ ଏବଂ ସତ୍ୟ ଓ ନ୍ୟାୟ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ସ୍ମରଣ କରିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଇମାମ ହୁସେନଙ୍କ ଜୀବନ ଏବଂ ସହିଦ ହେବା ତାଙ୍କ ସାହସ ଏବଂ ଦୃଢ଼ ବିଶ୍ୱାସର ଶକ୍ତିକୁ ସ୍ମରଣ କରାଇଥାଏ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ହଜରତ ଇମାମ ହୁସେନ୍ (ଏ.ଏସ୍.) ଙ୍କ ବଳିଦାନ ଅନେକ ଲୋକଙ୍କୁ ସତ୍ୟ ଏବଂ ନ୍ୟାୟ ଅନ୍ୱେଷଣରେ ସ୍ଥିର ରହିବାକୁ ପ୍ରେରଣା ଦେଉଛି। ଏହା ମଧ୍ୟ ସାହସ ଏବଂ ଦୃଢ଼ ବିଶ୍ୱାସର ସ୍ଥାୟୀ ଶକ୍ତିର ଏକ ସ୍ମାରକୀ । “
HS
The sacrifice of Hazrat Imam Hussain (AS) continues to inspire many people to remain steadfast in the pursuit of truth and justice. It is also a reminder of the enduring power of courage and conviction.
— Narendra Modi (@narendramodi) June 26, 2026