ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହନୁମାନ ଜୟନ୍ତୀର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣମାନଙ୍କୁ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ପର୍ବରେ ଭଗବାନ ହନୁମାନଙ୍କ ଚରଣ ବନ୍ଦନା କରିବା ସହ ସମସ୍ତଙ୍କ କଲ୍ୟାଣ କାମନା କରୁଛି ।”
आप सभी को हनुमान जयंती की ढेरों शुभकामनाएं। इस पावन पर्व पर भगवान हनुमान के चरणों में वंदन के साथ मैं हर किसी के कल्याण की कामना करता हूं।
— Narendra Modi (@narendramodi) April 6, 2023
SR
आप सभी को हनुमान जयंती की ढेरों शुभकामनाएं। इस पावन पर्व पर भगवान हनुमान के चरणों में वंदन के साथ मैं हर किसी के कल्याण की कामना करता हूं।
— Narendra Modi (@narendramodi) April 6, 2023