Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହିନ୍ଦୀ ଦିବସରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଭାଷା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଯେକୌଣସି ସମାଜ ନିଜର ଜ୍ଞାନ, ସଂସ୍କୃତି ଏବଂ ସଂସ୍କାର ଭବିଷ୍ୟତ ପିଢିଙ୍କୁ ପହଞ୍ଚାଇପାରିବ । ହିନ୍ଦୀ ଦିବସ ଅବସରରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାରରେ ଲାଗିଥିବା ଭାଷାବିତ ଏବଂ ହିନ୍ଦୀପ୍ରେମୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********