Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁଏଇ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା, ଶାନ୍ତି ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ସମର୍ଥନ ଦୋହରାଇଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି, ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି

ସେ କହିଥିଲେ ଯେ ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ

ଶ୍ରୀ ମୋଦୀ କହିଥିଲେ ଯେ ଭାରତ ୟୁଏଇ ସହିତ ଦୃଢ଼ ଭାବେ ଛିଡା ହୋଇଛି ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହାର ସମର୍ଥନକୁ ଦୋହରାଇଛି

ସେ ଗୁରୁତ୍ୱାରୋପ କରିଥିଲେ ଯେ ସ୍ଥାୟୀ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ହରମୁଜ ଷ୍ଟ୍ରେଟ୍ ମାଧ୍ୟମରେ ନିରାପଦ ଏବଂ ନିରବଚ୍ଛିନ୍ନ ଜାହଜ ଚଳାଚଳ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ

ଏକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ୟୁଏଇ ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି, ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ

ଭାରତ ୟୁଏଇ ସହିତ ଦୃଢ଼ ଏକତା ସହ ଛିଡା ହୋଇଛି ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହାର ସମର୍ଥନକୁ ଦୋହରାଇଛି

ସ୍ଥାୟୀ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ହରମୁଜ ଷ୍ଟ୍ରେଟ୍ ମାଧ୍ୟମରେ ନିରାପଦ ଏବଂ ନିରବଚ୍ଛିନ୍ନ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ।’’

HS