ପିଏମଇଣ୍ଡିଆ
ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବେଶ କୁଶାରେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ସର୍ବେଶ କୁଶାରେଙ୍କ ଦୃଢ଼ ସଂକଳ୍ପ ଏବଂ ସ୍ଥିରତାକୁ ପ୍ରଶଂସା କରିଥିଲେ ଏବଂ ଏହି ସଫଳତାକୁ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ।
ଶ୍ରୀ ମୋଦୀ କହିଥିଲେ ଯେ ଭାରତ ତାଙ୍କ ପାଇଁ ଗର୍ବିତ ଏବଂ ଭବିଷ୍ୟତରେ ତାଙ୍କର ଆହୁରି ଅନେକ ସଫଳତା କାମନା କରୁଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ଗ୍ଳାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ହାଇ ଜମ୍ପରେ ସର୍ବେଶ କୁଶାରେଙ୍କ ପାଇଁ ଏକ ଚମତ୍କାର ରୌପ୍ୟ! ତାଙ୍କର ଦୃଢ ସଂକଳ୍ପ ଏବଂ ସ୍ଥିରତା ଉଲ୍ଲେଖନୀୟ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ। ଭାରତ ତାଙ୍କ ପାଇଁ ଗର୍ବିତ । ତାଙ୍କୁ ଆଗକୁ ଆହୁରି ଅନେକ ସଫଳତା କାମନା କରୁଛି । “
HS
A spectacular Silver for Sarvesh Kushare in Men’s High Jump at #CWG2026! His determination and consistency have been noteworthy. Congratulations to him on this outstanding achievement. India is proud of him. Wishing him many more successes ahead. pic.twitter.com/9JwypnM0Rb
— Narendra Modi (@narendramodi) July 28, 2026