Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବାରୁ ବଲ୍ଲୁରୀ ଅଜୟ ବାବୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ୭୯ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ବଲ୍ଲୁରୀ ଅଜୟ ବାବୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ବଲ୍ଲୁରୀ ଅଜୟ ବାବୁ ମଧ୍ୟ ଏହି ପ୍ରତିଯୋଗୀତାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରେକର୍ଡ ସ୍ଥାପନ କରି ରେକର୍ଡ ପୁସ୍ତକରେ ନିଜର ନାମ ଲେଖାଇଛନ୍ତି

ଶ୍ରୀ ମୋଦୀ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

ଭାରୋତ୍ତୋଳନରେ ଭାରତ ପାଇଁ ଅଧିକ ଗୌରବ!

ଗ୍ଲାସଗୋ ଗେମ୍ସରେ ପୁରୁଷ ୭୯ କେଜି ବର୍ଗରେ ବଲ୍ଲୁରୀ ଅଜୟ ବାବୁ ରୌପ୍ୟ ପଦକ ଜିତିଥିବାରୁ ଖୁସି ସେ ଏହି ପ୍ରତିଯୋଗିତାରେ ସିଡବ୍ଲ୍ୟୁଜି ରେକର୍ଡ ସ୍ଥାପନ କରି ରେକର୍ଡ ପୁସ୍ତକରେ ମଧ୍ୟ ନିଜ ନାମ ଲେଖାଇଛନ୍ତି ତାଙ୍କୁ ଅଭିନନ୍ଦନ ଏବଂ ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା

#CWG2026”

 

HS