ପିଏମଇଣ୍ଡିଆ
ମହାରାଷ୍ଟ୍ରର ୱାର୍ଦ୍ଧା ଅଂଚଳରୁ ଅନଗ୍ରସର ବର୍ଗର ଏକ ଛାତ୍ରଛାତ୍ରୀ ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଛାତ୍ର ଗୋଷ୍ଠୀ “ସପନେ ସଚ୍ଚ ହୁଏ” କାର୍ଯ୍ୟକ୍ରମର ଅଂଶସ୍ୱରୂପ ଦିଲ୍ଲୀ ପରିଦର୍ଶନରେ ଆସିଥିଲେ । ସେମାନଙ୍କ ଦିଲ୍ଲୀ ପରିଦର୍ଶନ କାର୍ଯ୍ୟକ୍ରମକୁ ଏକ ସେବା ସଂସ୍ଥା ଆୟୋଜନ କରିଥିଲା ।
Met young friends from Wardha, who are currently on a tour to Delhi. We had a great interaction. pic.twitter.com/aKt6p1UBJY
— Narendra Modi (@narendramodi) November 28, 2016