Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୱାର୍ଦ୍ଧାର ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୱାର୍ଦ୍ଧାର ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ମହାରାଷ୍ଟ୍ରର ୱାର୍ଦ୍ଧା ଅଂଚଳରୁ ଅନଗ୍ରସର ବର୍ଗର ଏକ ଛାତ୍ରଛାତ୍ରୀ ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଛାତ୍ର ଗୋଷ୍ଠୀ “ସପନେ ସଚ୍ଚ ହୁଏ” କାର୍ଯ୍ୟକ୍ରମର ଅଂଶସ୍ୱରୂପ ଦିଲ୍ଲୀ ପରିଦର୍ଶନରେ ଆସିଥିଲେ । ସେମାନଙ୍କ ଦିଲ୍ଲୀ ପରିଦର୍ଶନ କାର୍ଯ୍ୟକ୍ରମକୁ ଏକ ସେବା ସଂସ୍ଥା ଆୟୋଜନ କରିଥିଲା ।

**********