Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2017 ଜୁନ 2 ତାରିଖରେ ଅନୁଷ୍ଠିତ ଅଷ୍ଟାଦଶ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ଅବସରରେ ହୋଇଥିବା ବୁଝାମଣା ପତ୍ର/ଚୁକ୍ତି


1.

2008 ଡିସେମ୍ବର 5 ତାରିଖରେ ଭାରତ ଓ ରୁଷ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରୋଟୋକଲ ନମ୍ବର-2

2.

ରେଲୱେ ସକାଶେ ଏକ ସ୍ଵତନ୍ତ୍ର ଯୌଥ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ହେଭି ଇଞ୍ଜିନିୟରିଂ କର୍ପୋରେସନ ଲିମିଟେଡ୍ ଏବଂ ଜଏଣ୍ଟ ଷ୍ଟକ୍ କମ୍ପାନୀ ‘କାସ୍କେଡ-ଟେକ୍ନୋଲଜିସ୍’ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ।

3.

ବିକାଶ ଏବଂ ବୈଦେଶିକ ଆର୍ଥିକ ବ୍ୟାପାର କ୍ଷେତ୍ରରେ SREI ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ଼ ଓ ଋଷିଆର ଷ୍ଟେଟ କର୍ପୋରେସନ ବ୍ୟାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । ଭାରତ-ରୁଷ ପୁଞ୍ଜି ବିନିଯୋଗ ଏବଂ ଲିଜିଂ ବ୍ୟବସାୟ ପାଇଁ ରୁଷୀୟ ବିଶେଷଜ୍ଞଙ୍କ ସହାୟତା ପାଇଁ ଚୁକ୍ତି ।

4.

ଭାରତର ଜେଆଇଟିଏଫ୍ ଅର୍ବାନ୍ ଇନଫ୍ରାଷ୍ଟ୍ରକଚର ସର୍ଭିସେସ୍ ଲିମିଟେଡ, ଜିନ୍ଦଲ ରେଲ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଓ ରୁଷର ଜଏଣ୍ଟ ଷ୍ଟକ୍ କମ୍ପାନୀ ରଷିଆନ୍ ଏକ୍ସପୋର୍ଟ ସେଣ୍ଟର ଏବଂ ରେଳ ଟ୍ରାନ୍ସହୋଲ୍ଡିଂ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ।

5.

ଭାରତ ଏବଂ ରୁଷ ମଧ୍ୟରେ ନିବେଶ ବୃଦ୍ଧି କରିବା ଲକ୍ଷ୍ୟରେ ଜାତୀୟ ନିବେଶ ପ୍ରୋତ୍ସାହନ ସଂସ୍ଥା ‘ଇନଭେଷ୍ଟ ଇଣ୍ଡିଆ’ ସହ ବିଜିନେସ୍ କାଉନସିଲ୍ ଫର କୋ-ଅପରେସନ ୱିଥ୍ ଇଣ୍ଡିଆର ବୁଝାମଣାପତ୍ର ସ୍ୱାକ୍ଷର ।

6.

ସହଯୋଗ ପାଇଁ ଜାତୀୟ ନିବେଶ ପ୍ରୋତ୍ସାହନ ସଂସ୍ଥା ‘ଇନଭେଷ୍ଟ ଇଣ୍ଡିଆ’ ସହ ରୋସ କଂଗ୍ରେସ ଫାଉଣ୍ଡେସନର ବୁଝାମଣାପତ୍ର ।

7.

‘ସନ୍ ଗ୍ରୁପ୍ ପ୍ରାଇଭେଟ ଲିମିଟେଡ’ ସହ ଜଏଣ୍ଟ ଷ୍ଟକ୍ କମ୍ପାନୀ ‘ପ୍ରାଇବୋର’ର ଚୁକ୍ତିନାମା ।

କ୍ର.ସଂ ଏମଓୟୁ ଶିରୋନାମା/ଚୁକ୍ତି