Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ ବ୍ୟକ୍ତିଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“26/11 ଭୟଙ୍କର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି । ମୃତକଙ୍କ ପରିବାରବର୍ଗଙ୍କ ସହ ଦେଶ ଏକ ହୋଇ ଛିଡା ହୋଇଛି । ମୁମ୍ବାଇ ଆକ୍ରମଣକାରୀଙ୍କ ବିରୁଦ୍ଧରେ ବୀରତ୍ଵର ସହ ଲଢେଇ କରିଥିବା ସାହାସୀ ପୁଲିସ ଓ ସୁରକ୍ଷା ବଳଙ୍କୁ କୃତଜ୍ଞ ରାଷ୍ଟ୍ର ମଥାନତ ପୂର୍ବକ ସମ୍ମାନ ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***