Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

GSLV-F08ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଅଳ୍ପ ତାପମାନ ଯୁକ୍ତ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ GSLV-F08 ସଫଳତାର ସହ ଉତକ୍ଷେପଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଇସ୍ରୋ ଏବଂ ଅନ୍ୟ ପ୍ରତିଭାଗୀମାନଙ୍କୁ ଅଳ୍ପ ତାପମାନ ଯୁକ୍ତ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ GSLV-F08 ସଫଳତାର ସହ ଉତକ୍ଷେପଣ ଯୋଗୁଁ ଅଭିନନ୍ଦନ ଜଣାଉଛି ।

GSAT-6A ଏକ ଯୋଗାଯୋଗ ଉପଗ୍ରହ ଯାହା ମୋବାଇଲ ଆପ୍ଲିକେସନ ପାଇଁ ନୂଆ ସମ୍ଭାବନା ଯୋଗାଇବ । ଦେଶକୁ ଏକ ନୂତନ ଶୀର୍ଷ ଏବଂ ଉଜ୍ଜ୍ଵଳ ଭବିଷ୍ୟତ ଆଡକୁ ଆଗେଇ ନେଇଥିବାରୁ ଇସ୍ରୋ ପାଇଁ ଆମେ ଗର୍ବିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***