ଆଜି ପ୍ରତ୍ୟେକ ମାର୍ଗରେ ଓ ଅନୁଷ୍ଠାନରେ, ପ୍ରତି ଗାଁ ରୁ ସହର ପର୍ଯ୍ୟନ୍ତ ସବୁ ଧର୍ମ ପ୍ରତି ସମାନ ସମ୍ମାନବୋଧ ରହିଛି ଏବଂ ଦେଶର ଶହ ଶହ ଭାଷା ଓ ଉପଭାଷାରେ ଏହା ସମସ୍ଵରରେ ଝଂକୃତ ହେଉଛି । ଭାରତ ଏକ ହୋଇ ବଞ୍ଚିଛି, ଏକ ହୋଇ ବଢୁଛି ଏବଂ ଏକତାର ଉତ୍ସବ ପାଳୁଛି ।