ଆଜି ସ୍ୱାଧୀନତା ପରେ ସବୁଠୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆସିଛି । ସାରା ବିଶ୍ୱ କହୁଛି 7 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ,ଏହା ବିଶ୍ୱର ସବୁଠାରୁ ଦ୍ରୁତ ଅର୍ଥନୈତିକ ବିକାଶ । ବିଶ୍ୱ ବ୍ୟାଙ୍କ ,ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ,ଋଣ ଏଜେନ୍ସି ,ଅଥବା ୟୁଏନ ଏଜେନ୍ସି ହେଉ....ଏମାନେ ସବୁ କହୁଛନ୍ତି ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । - Network18 କୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି